https://kanaknews.com/after-the-deer-poaching-on-the-outskirts-of-the-capital-meat-is-being-sold/
ରାଜଧାନୀ ଉପକଣ୍ଠରେ ହରିଣ ଶିକାର ପରେ ହେଉଛି ମାଂସ ବିକ୍ରି : ଚନ୍ଦକା ଜଙ୍ଗଲରେ ଚଢାଉ କରି ମାଂସ, ଛାଲ ଜବତ କଲା ବନ ବିଭାଗ ଓ ପୁଲିସର ମିଳିତ ଟିମ୍; ମାଂସ କିଣିବାକୁ ଆସିଥିବା ୯ ଗ୍ରାହକଙ୍କ ସହ ୨ ଶିକାରୀ ଗିରଫ